STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ପଦ୍ମ

ପଦ୍ମ

1 min
16

ଆଖି ବନ୍ଦ କଲି, ସେହି 
ଅନ୍ଧାର ର ସାମ୍ରାଜ୍ୟ ଭିତରେ 
ଆଲୁଅ ଖୋଜିଲି....
ଦୁଃଖ ଭିତରେ 
ସୁଖର ସନ୍ଧାନ କଲି 
ହେଲେ ଆତ୍ମୀୟତା ଖୋଜିଲି ଯେବେ 
ଜୀଵନ ନୈରାଶ୍ୟର ବେଳା ପାଲଟିଗଲା 
ଭଲପାଇବାର ବାହାନାଟିକକ ଦ୍ୱାହିଦେଇ 
ପାଇଲି ଖାଲି, ଅନ୍ଧ ଅହମିକା ଆଉ ସ୍ୱାର୍ଥନ୍ଧ 
ମଣିଷଟା, ପଙ୍କରେ ସିନା ପଦ୍ମ ଫୁଟେ 
ହେଲେ ମନର ଆବର୍ଜନା ପଙ୍କରେ 
କାହିଁକି ଫୁଟେନା ପଦ୍ମ...
ଚେତନା ର ପଦ୍ମ ହେଉ କି 
ଆବର୍ଜନା ର ପଙ୍କିଳ ଜୀଵନ ରେ 
ପଦ୍ମ ଫୁଟେ, ସେତିକିବେଳେ 
ଚେତନା ରେ ବି ପଦ୍ମ ଫୁଟେ..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Inspirational