STORYMIRROR

Sudhashree Bhattamisra

Tragedy

4.5  

Sudhashree Bhattamisra

Tragedy

ସ୍ୱର୍ଗ

ସ୍ୱର୍ଗ

1 min
18

ଲୁହ ହେଉ କି ଲହୁ 
ବନ୍ୟା କିନ୍ତୁ ଏବେ, ଛୁଟିଥାଏ 
ଲୁହ ବି ଅମାନିଆ, ଲହୁ 
ବି ଅମାନିଆ....
ସେ ମାନିନଥାଏ 
ବାଧା ବନ୍ଧନ 
ଛୁଟିଥାଏ ଆଉ ଛୁଟିଥାଏ 
ମୁକ୍ତ ହେଲାପରେ କାହିଁକି 
ଯେ ମୁକ୍ତି ଖୋଜେ 
ମୁକ୍ତ ଆକାଶ ତଳେ 
ଜୀଵନ ଟା କାହିଁକି ଯେ 
ଆବଦ୍ଧ କାରାରୁଦ୍ଧ ଲାଗେ 
ହେଲେ କାହିଁକି ଯେ 
ମୁଁ ଏବେ ସମସ୍ୟା କୁ ହିଁ 
ସମାଧାନ ବୋଲି ଧରିନିଏ 
ଦୁଃଖ ସବୁକୁ ସୁଖ ଭାବି 
ହଳାହଳ ପିଦିଏ 
ଜୀବନ ଯାତନା ର ସହର 
ହେଲାପରେ, ସେହି ସହର ରେ 
ଘର କରେ, ସ୍ୱର୍ଗ ବୋଲି 
ଧରିନିଏ..............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Tragedy