STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ହୃଦୟ

ହୃଦୟ

1 min
24

ଏଠି ହୃଦୟ ଦର୍ପଣ ହେଲେବି 
କେହି ଦେଖନ୍ତିନି, ମନଟା ସ୍ଵଛ 
ହେଲେବି କେହି ପଢ଼ନ୍ତିନି 
ସବୁ ରୂପର ପୂଜାରୀ 
ମନଟା ମନ୍ଦିର ହେଲେବି 
କେହି ପୂଜା କରନ୍ତିନି 
କେହି ପ୍ରଦୀପ ଜଳାନ୍ତିନି 
ମନ ମନ୍ଦିର ମୋର 
ପୂଜା କରେ ପ୍ରଦୀପ ଜାଳେ 
ଅନ୍ତରାତ୍ମାର, ସ୍ଵଛ 
ମନର ଦର୍ପଣ ହୃଦୟର.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

Similar oriya poem from Abstract