STORYMIRROR

Sudhashree Bhattamisra

Tragedy

3  

Sudhashree Bhattamisra

Tragedy

ଜଖମ

ଜଖମ

1 min
6

ରକ୍ତ ମନ୍ଦାର ହୃଦୟଟା ଯେବେ ଆହୁରି ରକ୍ତାକ୍ତ 
ହୁଏ, ସେତିକିବେଳେ ଦର୍ପଣ ହୃଦୟ ଟା 
ପ୍ରତିଫଳିତ ହୁଏ, ହୃଦୟର କ୍ଷତଟା 
ଜଖମ ସିନା ହୁଏ, ହେଲେ ମଲମ ଏବେ ମିଳେନା 
ଜମାରୁ ଏଠି, ହୃଦୟ ର ଦର୍ପଣ ରେ ପ୍ରତିଛବି 
ସିନା ପ୍ରତିଫଳିତ ହୁଏ, ହେଲେ ଯନ୍ତ୍ରଣା ର ଆଘାତ ଟା ବି ତ ଜଖମ ହୁଏ...................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

Similar oriya poem from Tragedy