STORYMIRROR

Gouttam kachim

Tragedy

3  

Gouttam kachim

Tragedy

ଚାଳ ଘର

ଚାଳ ଘର

1 min
143

ମୋ ଭାଗ୍ୟରେ ବୋଧେ,

ନଥିଲା ସୁଖ,

ଭାଗ୍ୟରେ ନଥିଲା,

ସୁଖି ମଣିଷ ହେବା,

ଯଦି ଭାଗ୍ୟରେ ସୁଖ ଭୋଗ,

କରିବାର ଥାଆନ୍ତା,

ତେବେ ନିଶ୍ଚୟ ମୁଁ,

ଭଲ ମଣିଷ ଟିଏ,

ହୋଇ ସମ୍ମାନ ଲାଭ କରିଥାନ୍ତି,

ମୋ ପରିବାର କୁ ସୁଖରେ,

ରଖି ପାରନ୍ତି,

ଭଲ ଖାଈବାକୁ ଦେଇ ପାରନ୍ତି,

ଭଲ ପିନ୍ଧିବାକୁ ଦେଇ ପାରନ୍ତି,

ଭଲ ଘର ଖଣ୍ଡେ କରି,

ରଖି ପାରନ୍ତି,

ହେଲେ ସେସବୁ ମୋ ପାଇଁ,

ସାତ ସପନ,

ମୁଣ୍ତ ଗୁଞ୍ଜିବାକୁ କେବଳ,

କେବଳ ଏଇ ଚାଳ ଘର,

ଖଣ୍ଡିକ ହିଁ ସାହା ଭରଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy