STORYMIRROR

Gouttam kachim

Tragedy

3  

Gouttam kachim

Tragedy

ମନେ ପଡ଼େ ମନ କଥା

ମନେ ପଡ଼େ ମନ କଥା

1 min
140

ହସ ଓ ଲୁହ ଭରା ମଣିଷ ଜୀବନ 

ସୁଖ ଓ ଦୁଃଖ ମଣିଷକୁ କରନ୍ତି ଶାସନ 

ମଣିଷ ସୁଖର ଶାସନ କବଳରେ ଥିଲେ 

ମୁହଁରୁ ଫୁଟି ଥାଏ ହସ 

ପୁଣି ଯେତେ ବେଳେ ଦୁଃଖର ଶାସନ କବଳରେ ପଡ଼େ 

ସେତେ ବେଳେ ଆଖିରୁ ଝରିପଡେ ଅବାରିତ ଅଶ୍ରୁ 

ପିଲାଟି ଦିନରୁ ପଢ଼ିବାରେ ଅର୍ଥ ବାଧକର ଦୁଃଖ 

ପ୍ରେମରେ ପରିବାର ବାଧକର ଦୁଃଖ 

ଉଙ୍କି ମାରେ ସଦା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy