STORYMIRROR

Gouttam kachim

Romance

3  

Gouttam kachim

Romance

ସଂପର୍କର ହାତ ଧରି

ସଂପର୍କର ହାତ ଧରି

1 min
162

ପ୍ରଥମ ଦେଖାରୁ,

ସଂପର୍କ ଯୋଡ଼ିଲା

ଧିରେ ଧିରେ ହେଲା 

ତା ମଜବୁତ।


ମନ୍ ଟା କହୁଛି,

କି ଦେଖୁଛୁ ଆଉ,

ନେଇଯା ଧରି ତୁ,

ବେଗେ ସେ ହାତ।


ଜମାରୁ ଭାବନା କିଛି,

ସଂପର୍କ ର ସେଇ,

ସୁନ୍ଦର ହାତଟି,

ଅପେକ୍ଷା କରି ରହିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance