STORYMIRROR

Gouttam kachim

Inspirational

3  

Gouttam kachim

Inspirational

ପାର୍ବଣ ରେ ଦୁର୍ଗା ପୂଜା

ପାର୍ବଣ ରେ ଦୁର୍ଗା ପୂଜା

1 min
151


ଖୁସିର ପସରା ମେଲାଇ ଆସିଛି,

ପାର୍ବଣର ଦୁର୍ଗା ପୂଜା,

ଗାଁ ଠୁ ସହର ଉତ୍ସବ ମୁଖର,

ଚମକୁଛି ମେଢ଼ ସଜା।।

ଦୂର୍ଗତୀନାଶିନୀ 

କେଶରୀବାହିନୀ,

ମହିଷାରୀଦଶ ଭୁଜା,

ବିରାଜିତ ମଞ୍ଚେ,

ଭକତ ହିତରେ,

ବାଜୁଛି ମାଆଙ୍କ ବାଜା।।

ଭକ୍ତ ମନ ବାଞ୍ଛା

କରିବେ ପୂରଣ,

ଦୁଷ୍ଟକୁ ଦେବେ ଯେ ସଜା,

ଯୁଗେ ଯୁଗେ ଖ୍ୟାତ,

ଦୁର୍ଗତି ନାଶିନୀ,

ନାମରେ ଉଡ଼େ ହୋ ଧ୍ଵଜା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational