STORYMIRROR

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ଛଳନା

ଛଳନା

1 min
15

ଏଠି କେହି ବୁଝନ୍ତିନି ସମ୍ପର୍କର 
ମୂଲ୍ୟବୋଧ, ଏଠି କେହି ବୁଝନ୍ତିନି 
ଭଲପାଇବାର ପ୍ରକୃତ ଅର୍ଥ 
ଆଘାତ ପ୍ରାପ୍ତ ହୁଏ 
ଭୁଲିପାରେନା ସିନା 
ବାସ୍ତବତା, ବାସ୍ତବତା 
ପୁଣି ଉପହସିତ ହୁଏ 
ଛଳନା ର ସହର 
ଏଇ ଜୀଵନ ଟା 
ଉପହାସ କରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ମୁଁ

ମୁଁ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ବିଷାଦ

ବିଷାଦ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

Similar oriya poem from Inspirational