ସମ୍ପର୍କ
ସମ୍ପର୍କ
ନଦୀ ଯେମିତି ଖୋଜିଥାଏ ସମୁଦ୍ର
ମୁବିତ ଖୋଜୁଛି ଲକ୍ଷସ୍ଥଳୀ
ଅଶାନ୍ତ ପ୍ରାଣଟା ଯେବେ ଶାନ୍ତି
ପାଇଁ ତଡପୁଥାଏ, ସେ ବି ତ ଖୋଜେ
ଲକ୍ଷସ୍ଥଳୀ, ଲକ୍ଷସ୍ଥଳିବିନା
ଜୀବନ ଯେ ସଂଜ୍ଞାହୀନ ଫର୍ମଟେ
ଲକ୍ଷଭ୍ରଷ୍ଟ ମଣିଷଟା
ଖୋଜିଥାଏ ଲକ୍ଷସ୍ଥଳୀ
ନଦୀ ବିନା ସମୁଦ୍ର ଲକ୍ଷ୍ୟ ବିନା ମଣିଷ
ପରମାତ୍ମା ବିନା ଆତ୍ମା
ଯନ୍ତ୍ରଣା ବିନା ଜୀବନ
କାହିଁକି ଯେ ପରସ୍ପର ଏତେ
ସମ୍ପର୍କ ନିବିଡ.........
