STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ମୁଁ

ମୁଁ

1 min
6

ମୁଁ ଚାହେଁ ବନ୍ଧନ ମୁକ୍ତ ଜୀଵନ 
ମୁଁ ଚାହେଁ ଯନ୍ତ୍ରଣା ମୁକ୍ତ ଆକାଶ 
ମୁଁ ଖୋଜେ ମନ କଥା ବୁଝିପାରୁଥିବା 
ମଣିଷ, ମୁଁ ଚାହେଁ ମନ ଭଳି ମନ 
ସଫେଦ ହୃଦୟ ଟା ଯେବେ ରକ୍ତାକ୍ତ ହୁଏ 
ହୃଦୟଟା ବି ପଢିହୁଏନା 
ଠିକ ସେତିକି ବେଳେ ସେ ବୁଝିପାରେ 
ପରିବର୍ତ୍ତନ ହିଁ ପ୍ରକୃତିର ନିୟମ 
ଦୁଃଖବିନା ଜୀଵନ ବି ସଂଜ୍ଞାହୀନ 
ଅଯୋଉକ୍ତିକ ଯୁକ୍ତିଟିଏ ଜୀଵନ 
ଅଜବ ସର୍ତ୍ତଟିଏ ଜୀଵନ 
ଯୁକ୍ତିବିନା ଜୀଵନ ପିଣ୍ଡ ବିନା ପ୍ରାଣ 
ସ୍ପନ୍ଦନ ବିନା ହୃଦୟ ଯେମିତି ମୃତବତ ଲାଗେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational