STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଆକାଶ

ଆକାଶ

1 min
1

ହାତ ପାନ୍ତାରେ ଆକାଶ ବୋଲି ଯେବେ 
ସ୍ବପ୍ନ ଦେଖିଦିଏ ମୁଁ, ନା ଆକାଶ ମତେ 
ସ୍ପର୍ଶ କରେ, ନା ମୁଁ ଆକାଶ କୁ 
ସବୁ ଅପହଞ୍ଚ ଲାଗେ 
ପୁଣି ସ୍ବପ୍ନ ଦେଖେ ଆକାଶ କୁ 
ତୋଳିବାକୁ ହାତ ପାନ୍ତାରେ 
ମୁଁ ସ୍ୱପ୍ନରେ ମସଗୁଲ ହୁଏ 
ଆକାଶ କୁ ତୋଳିବାକୁ 
ଆକାଶ ମରୀଚିକାର 
ଭ୍ରମ ସୃଷ୍ଟି କରେ ଆଉ ମୁଁ 
ମୋ ପ୍ରତିଜ୍ଞା ରେ ଅଟଳ ରହେ 
ବାଜିପଣ ଜିତିବାକୁ ହାର 
ମାନିବାକୁ ଆକାଶ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational