STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଠିକଣା

ଠିକଣା

1 min
4

କାଉଁରୀମନ୍ତ୍ର ଜୀବନଟା 
ମାୟାଜାଲ ରେ ଛନ୍ଦି ହୋଇଯାଏ 
ମନ୍ତ୍ର ମୁଗ୍ଧ ହୁଏ ସିନା 
ଜୀବନଟା ବି ଯନ୍ତ୍ରବତ 
ଶବ୍ଦର ମାୟା ଜାଲରେ 
ଛନ୍ଦି ହୁଏ, ଅଭିଭୂତ ହୁଏ 
ମ୍ରିୟମାଣ ହୁଏ 
ଅଧୀର ହୁଏ କାତର ହୁଏ 
ଶବ୍ଦର ରହସ୍ୟ ଯେବେ 
ଭେଦି ହୁଏନା...
ସହଜ ବୋଧଗମ୍ୟ ହୁଏନା 
ଜୀବନଟା ବି ଦୁର୍ବୋଧ୍ୟ ହୁଏ 
ବୁଝିପାରେନା ସେ ଜୀବନର 
ପ୍ରକୃତ ଅର୍ଥ, ବିପଥଗାମୀ ହୁଏ 
ବାଟବଣା ହୁଏ ସିନା ପାଏ ନା 
ଠିକଣା ସଠିକ ବାଟଟିଏ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational