ଲକ୍ଷ୍ୟ
ଲକ୍ଷ୍ୟ
ଲକ୍ଷଭ୍ରଷ୍ଟ ମଣିଷଟା ଯେମିତି ଲକ୍ଷ୍ୟସ୍ଥଳୀ
ଖୋଜୁଥାଏ, ପଥଭ୍ରଷ୍ଟ ମଣିଷଟା ଯେମିତି
ସହଜ ସୁଗମ ପଥ ଟିଏ ଖୋଜୁଥାଏ
ମୁଁ ଖୋଜେ ଜିଁବାକୁ ନିଆରା ଢଙ୍ଗର ଜୀଵନ
ଯେଉଁଠି ପ୍ରତିଟି ସମସ୍ୟା ର ସମାଧାନ ଥିବ
ପ୍ରତିଟି ପ୍ରଶ୍ନର ଉତ୍ତର ଥିବ, ଭଲପାଇବାର
ମଧୁର ମୁହୂର୍ତ୍ତର, ସୁନ୍ଦର ସ୍ୱପ୍ନରେ ମସଗୁଲ
ହେବାର, ଯେଉଁଠି ଯାତନା ହିଁ ନଥିବ
ଯନ୍ତ୍ରଣା ହିଁ ନଥିବ ଥିବ ଏକ ମୁକ୍ତ ଆକାଶ
