STORYMIRROR

Pramila Mohanty

Abstract Others

4  

Pramila Mohanty

Abstract Others

ମନେ ଅଛି ବିଶ୍ବାସ

ମନେ ଅଛି ବିଶ୍ବାସ

1 min
172


ବିଶ୍ୱାସ ତିନୋଟି ଅକ୍ଷରେ ଗଢା

ଏକ ଶଦ୍ଦ ନୁହେଁ

ବରଂ ବିଶ୍ବାସ ମୂଳେ

ଜଗତରେ ସମ୍ପର୍କର

ଅଙ୍କୁରିତ ମୂଳ ବୀଜ,

ସେହ୍ନ ମମତାର

ବନ୍ଧନ ରଜୁ ବିଶ୍ୱାସ

ଯାହା ଥରେ ତୁଟିଗଲେ

ତାହାର ଖିଅକୁ ଯୋଡିବା

କାଠିକର ପାଠ

ଅତ୍ୟନ୍ତ କଠିନ ସବୁକିଛି

ହୋଇଯାଏ ବ୍ୟର୍ଥ

ତେଣୁ ବିଶ୍ୱାସକୁ ଅନ୍ତର

ଆତ୍ମାର ନିବୃତ୍ତ କଠୋରୀ

ମଧ୍ୟରେ ସଜାଇ

ପ୍ରତି ପ୍ରତ୍ଯୁଷେ ମନର ଦର୍ପଣେ

ପ୍ରତିବିମ୍ଵିତ ଆବେଗକୁ ଚାବି ସଜାଇ

ଖୋଲି ଦେଲେ ମିଳେ ଉଲ୍ଲାସ

ବିସ୍ତାରିତ ହୁଏ ବିଶ୍ୱାସର ଝଲକ

ଥମିଯାଏ କଳୁଷିତ ଝଡ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract