STORYMIRROR

Sudhashree Bhattamisra

Tragedy

4.5  

Sudhashree Bhattamisra

Tragedy

ଛଳନା

ଛଳନା

1 min
1

ତମେ ଯଦି ପଢିପାର ହୃଦୟ ମୋର 
ଶୁଣିପାର ସ୍ପନ୍ଦନ, ବୁଝିପାର 
ଅନ୍ତରର ଭାଷା, ହେଲେବି ତ 
ଏ ପ୍ରଣଟା ଅତୃପ୍ତ ଲାଗେ 
ମନଟା ଅଶାନ୍ତ ଆତ୍ମାଟା 
ମୁକ୍ତିର ଦ୍ୱାର ଏବେ ସିନା 
ବୁଝିପାରେନା ମନଟା 
ଦୁଃଖ ଏବେ କମ୍ପଲସରୀ ସବଜେକଟ ହୁଏ 
ମୁଁ କିନ୍ତୁ ଯେମିତି ସେମିତି 
ଖୋଜିଥାଏ ପ୍ରତିଟି ମୁହୂର୍ତ୍ତ 
ସତ୍ୟତା ବାସ୍ତବତା ଆଉ 
ପ୍ରକୃତ ଭଲପାଇବା 
ଯେଉଁଠି ଛଳନା ହିଁ ନଥିବ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ମୁଁ

ମୁଁ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ବିଷାଦ

ବିଷାଦ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

Similar oriya poem from Tragedy