STORYMIRROR

Sudhashree Bhattamisra

Tragedy

4.4  

Sudhashree Bhattamisra

Tragedy

କ୍ଷତ

କ୍ଷତ

1 min
2

କ୍ଷତାକ୍ତ ମନଟା ଯେବେ ଜଳେ ଆଉ 
କୁହୁଳେ, ସେତିକି ବେଳେ ମନଟା 
ବିଦ୍ରୋହ କରେ, ବିପ୍ଳବ ର ବହ୍ନି ଜଳେ 
ଅସରନ୍ତି ଅଭିମାନ ଆଉ ସ୍ୱାଭିମାନୀ 
ମନଟା, ତରଙ୍ଗୟିତ ଢେଉ ଭଳି 
ଅଶାନ୍ତ ହୁଏ, କଳିକା ମନଟା 
ଯେବେ ପ୍ରସ୍ପୁଟିତ ହୁଏ 
ସେତିକିବେଳେ ସ୍ୱପ୍ନର 
ବଗିଚାରେ ପୁଷ୍ପ ପାରିଜାତ 
ପ୍ରସ୍ପୁଟନ ହୁଏ ସିନା 
ଫୁଲର ସହରରେ 
ଘର ସିନା କରେ 
କ୍ଷତାକ୍ତ ମନଟା ଜଳେ ଆଉ କୁହୁଳେ 
ସ୍ମୃତିର କଦମ୍ବ ବନରେ ପୁରୁଣା 
ସ୍ମୃତି କଥା ମନେପଡେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ମୁଁ

ମୁଁ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ବିଷାଦ

ବିଷାଦ

1 min ପଢ଼ନ୍ତୁ

ମନ

ମନ

1 min ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

Similar oriya poem from Tragedy