STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୃତ୍ଯୁ

ମୃତ୍ଯୁ

1 min
240


ଦୁନିଆରେ ମୃତ୍ଯୁ ସବୁ ବେଳେ ସତ୍ୟ ଭାଇ

ଯିଏ ଜନ୍ମ ହୁଏ ନିଶ୍ଚୟ ତାର ମରଣ ହୁଅଇ ।


ଅକାଳ ମୃତ୍ଯୁ ଭାରି କଷ୍ଟ ଦିଅଇ

କେତେ ପିଲା ଙ୍କୁ ଅନାଥ କରଇ।


ଦିନରେ ଯାହାର ମୃତ୍ଯୁ ହୋଇବ

ଶାସ୍ତ୍ର ରେ ଅଛି ସେ ଯମ ଦଣ୍ଡ ନ ପାଇବ ।


ମରିବା ପାଇଁ କେହି ଚାହେଁ ନାହିଁ

ମୃତ୍ଯୁ କେବେ ଆସିବ ଠିକଣା ତାର ନାହିଁ ।


ମୃତ୍ଯୁ ଆଗରୁ ଅଧିକ ଆଶା ନ ରଖିବ

ତୁମରି ସେଇ ଇଚ୍ଛା ପୁଣି ଜନ୍ମ ତୁମକୁ ଦେବ ।


ମରିବା ଆଗରୁ ଦୁନିଆରେ ଭଲ କର୍ମ କରିଯିବା

ନାମ ଯଶ କୀର୍ତି ସବୁ କିଛି ଛାଡି ଯିବା ।


ମୃତ୍ଯୁ ବେଳେ କିଛି ସାଥେ ଆମ ନ ଯିବ

ଧନ ଜନ ସବୁ ଏଠି ରହିଯିବ ।


ଆତ୍ମା କେବେ ମରିବ ନାହିଁ

ଏତ ଈଶ୍ୱର ଅଂଶ ଏଟ ଅଟଇ ।


ମୃତ୍ଯୁକୁ କେବେ ଭୟ କର ନାହିଁ

ବଞ୍ଚି ଥିବା ପ୍ରଭୁ ନାମ ନେଇ ।




Rate this content
Log in

Similar oriya poem from Inspirational