STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ଟିକି ଝରଣା

ଟିକି ଝରଣା

1 min
13.2K


ଯଦି କ୍ଷୀଣ ଝରଣା

ସାଗରେ ଯାଏ ମିଶି

ତୁମ ତନୁ ସାଗରେ

ପାରେନା କି ମୁଁ ମିଶି।

ନୀଳ କଇଁ ହସିଲେ

ଚାନ୍ଦ କିବା ହସେନା

ସକାଳର ସୂରୁଯ

ଦିଏ ମନେ ବେଦନା

ଝୁରି ଝୁରି ସରିଯାଏ

ସରସୀରେ ଦିବା ନିଶି

ତୁମ ତନୁ ସାଗରେ

ପାରେନା କି ମୁଁ ମିଶି।

କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ,

ବାଲେଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational