STORYMIRROR

Kalyani Nanda

Others

3  

Kalyani Nanda

Others

ଉତ୍କଳ ଭ୍ରମଣେ

ଉତ୍କଳ ଭ୍ରମଣେ

1 min
13.3K



କଲ୍ୟାଣୀ ନନ୍ଦ

ଫକୀର ମୋହନ

ସାହିତ୍ୟ ପରିଷଦ,ବାଲେଶ୍ୱର


ଆଜି ଅଛି ମୁହିଁ କାଲିକି ନ ଥିବି

ଶୁଣ ମୋ ଓଡ଼ିଆ ଭାଇ

ମୋ ଜୀବନ କାଳ ପଦ୍ମ ପତ୍ରେ ଢଲ ଢଳ

ହେଇ ଅଛି ହେଇ ନାହିଁ ।0।

ସଦା ସରବ ଦା ଉତ୍କଳ ଜ୍ଞାନୀଙ୍କ

କିରତି ମନେ ହେଜିବ

ଜୀବନ ଜଂଜାଳ। ଯେତେ ହେଉ କାଳ

ପୂର୍ବ ପୁରୁଷଙ୍କୁ ଭାଳିବ ।1।


ଧନ୍ୟ ହେ ଫକୀର। ବାବା ସତ୍ୟପୀର

ତୁମକୁ ଦେଲେ ଆଶୀର୍ବାଦ

ତୁମ ପୁଣ୍ୟ ବଳେ ଏ ମାଟି ଉତ୍କଳେ

ସଭିଙ୍କୁ ହସାଉଥିବ ।2।


ବନ୍ଦେ ଉତ୍କଳ ଜନନୀ


Rate this content
Log in