STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଜୀବନ

ଜୀବନ

1 min
13.4K


ଦିନେ ପଚାରିଲି ଜୀବନକୁ ମୁହିଁ

କାହିଁକି ଏତେ ଦୁଃଖ ଦିଏ।

ଜୀବନ କହିଲା ମୁଁ ତ ସଭିଙ୍କୁ ଖୁସି ଦିଏ।

ହେଲେ ମଣିଷ ଅନ୍ୟ ଖୁସିକୁ ସହି ନ ପାଏ।

ଅନ୍ୟର ଖୁସିରେ ଯେଉଁ ଦିନ ମଣିଷ

ନିଜ ଖୁସି ଖୋଜି ନେବ।

ସେ ଦିନ ଜୀବନୁ ଦୁଃଖ ଅପସରି ସୁଖମୟ ହୋଇଯିବ।

ବାଣ୍ଟ ସୁଖ ଦୁଃଖ ବାଣ୍ଟ ଭାବ ପ୍ରୀତି।

ସହିବା ପଣ ଶିଖିଯାଅ।

ଧୈର୍ଯ୍ୟ ସଂଘର୍ଷର ଶାଣଦିଆ କଟୁରୀରେ ଆଳସ୍ୟକୁ କାଟିଦିଅ।

ମାଧବୀ ପଟେଲ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational