STORYMIRROR

Madhabi Patel

Others

1  

Madhabi Patel

Others

କବିତା

କବିତା

1 min
2.5K


ଦୂର ଆକାଶରେ ଯେବେ ପକ୍ଷୀ ଉଡେ
ଭୂଇଁରେ ତାହାର ଛାଇ ପଡେ।
ହୃଦୟ ଭିତରେ ଭାବ ହେଲେ ଉଚ୍ଚାଟ
କବିତାର ଏକ କଢି ଫୁଟେ।
ମାଧବୀ ପଟେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍