STORYMIRROR

Madhabi Patel

Inspirational

2  

Madhabi Patel

Inspirational

ଜୀବନ

ଜୀବନ

1 min
13.1K


ଜୀବନ

ଆଜିଯାଏ ମୁଁ ଜୀବନକୁ ମୋର

ଅନାଦର କରି ଆସିଛି।

ଆଜି ଯେତେବେଳେ ଜୀବନ ମୋତେ

ଛାଡିଯିବା ପାଇଁ ବସିଛି

ଆଜି ମୂଲ୍ୟ ତାର ବୁଝୁଛି।

କାହିଁକି କେଜାଣି ଆଜି ପୁଣି

ତା ସାଙ୍ଗେ ଜୀଇଁବାକୁ

ଇଛା ହେଉଛି।

ତାକୁ ଆଜି ଭଲ ପାଇବାକୁ ଗଲା ବେଳେ

ମୃତ୍ୟୁ ହାତ ଠାରି ଡାକୁଛି।

ମାଧବୀ ପଟେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational