ବୃତ୍ତିରେ ଶିକ୍ଷକତା , ନିଶା କବିତା ଲେଖିବା । ପିତା ଘନଶ୍ୟାମ ସାହୁ ଓ ମାତା ଶୋବନି ସାହୁଙ୍କ କୋଳ ମଣ୍ଡନ କରି ତା ୦୫।୦୬।୧୯୮୨ ମସିହାରେ ପୁରୀ ଜିଲ୍ଲାର କାକଟପୁର ମଣ୍ଡଳ ଅନ୍ତର୍ଗତ ବିଭୁତିପୁର ଗ୍ରାମରେ ଜନ୍ମ । ଭକ୍ତି,ପ୍ରେମ,ସାମାଜିକ ବାର୍ତା ଓ ଦେଶପ୍ରେମ ଆଧାରିତ କବିତା ଲେଖିବା ସହ ଗୀତି କବିତା ଲେଖେ । ବିଭିନ୍ନ ଅନୁଷ୍ଠାନ ସହ ଜଡିତ ।
Share with friends