Anam Charan Sahoo
Literary Colonel
AUTHOR OF THE YEAR 2019 - NOMINEE

324
Posts
225
Followers
23
Following

ବୃତ୍ତିରେ ଶିକ୍ଷକତା , ନିଶା କବିତା ଲେଖିବା । ପିତା ଘନଶ୍ୟାମ ସାହୁ ଓ ମାତା ଶୋବନି ସାହୁଙ୍କ କୋଳ ମଣ୍ଡନ କରି ତା ୦୫।୦୬।୧୯୮୨ ମସିହାରେ ପୁରୀ ଜିଲ୍ଲାର କାକଟପୁର ମଣ୍ଡଳ ଅନ୍ତର୍ଗତ ବିଭୁତିପୁର ଗ୍ରାମରେ ଜନ୍ମ । ଭକ୍ତି,ପ୍ରେମ,ସାମାଜିକ ବାର୍ତା ଓ ଦେଶପ୍ରେମ ଆଧାରିତ କବିତା ଲେଖିବା ସହ ଗୀତି କବିତା ଲେଖେ । ବିଭିନ୍ନ ଅନୁଷ୍ଠାନ ସହ ଜଡିତ ।

Share with friends

ଜୀବନଟା ଯେବେ ଗୋଲାପି ରଙ୍ଗରେ ରଙ୍ଗାୟିତ ଯାଏ ହୋଇ ସେବେଠୁ ପ୍ରେମରେ ଭଟ୍ଟା ଆସେ ନାହିଁ ଜାଣିରଖ ଭଗ୍ନୀ ଭାଇ। #ଅନାମ ଚରଣ ସାହୁ

ଭୟ ମଣିଷକୁ ଦୁର୍ବଳ କରିଦିଏ, ସୁଖରେ ବଞ୍ଚିବାକୁ ଦିଏ ନାହିଁ। #ଅନାମ ଚରଣ ସାହୁ

ନିଶାଦ୍ରବ୍ୟ ଯା'ର ଅଟଇ ସାଥୀ କର୍କଟ ରୋଗରେ ନର୍କକୁ ଗତି। #ଅନାମ ଚରଣ ସାହୁ

ଅଣସଂକ୍ରାମକ ଅଟେ ଏ ରୋଗ ଦୁଃଖ ପାଏ ଯିଏ କରଇ ଭୋଗ। #ଅନାମ ଚରଣ ସାହୁ

କ୍ଯାନସରକୁ ଭୟ କରିବା ଅପେକ୍ଷା ନିଜର ଆଧୁନିକ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଶ୍ରେୟସ୍କର।

ଏହା କେବଳ ଏକ ବାର ନୁହେଁ, ଏହା ହିନ୍ଦୁ ମାନଙ୍କ ପାଇଁ ବିଶେଷ ମହତ୍ତ୍ଵ ରଖେ। ଦେବାଧିଦେବ ମହାଦେବ ଶିବଙ୍କ ପ୍ରିୟ ବାର।

ଜୀବନର ଲକ୍ଷ୍ୟ ନିର୍ଦ୍ଦିଷ୍ଟ ହେବା ଦରକାର। ନଚେତ୍ ଜୀବନରେ ହାରିବା ହିଁ କେବଳ ସାର୍ ହେବ।

ଦୁଃଖନାହିଁ ମୋର ଦୁଃଖର ପାହାଡ଼ ଚଢିବାକୁ ଯଦି ହୁଏ ସାଥୀମାନେ ମୋର ରହିଥିଲେ ପାଶ ଦୁଃଖକୁ ପଚାରେ କିଏ? # ଅନାମ ଚରଣ ସାହୁ

ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ସୁସ୍ଥତା ହେଉଛି ପ୍ରକୃତ ସ୍ବାସ୍ଥ୍ୟ। ତେଣୁ ପ୍ରତ୍ୟେକ କେତେ ଦୂର ସୁସ୍ଥ ଅଛନ୍ତି ନିଜେ ଅନୁଶୀଳନ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ଉଚିତ। # ଅନାମ ଚରଣ ସାହୁ


Feed

Library

Write

Notification
Profile