STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବିବାଦ

ବିବାଦ

1 min
225

ଜୀବନେ ଅନେକ ବିବାଦ ଆସେ 

କିଛି ବିବାଦ ପାଇଁ ଜଗତ ହସେ

ଘରେ ଘରେ ଲାଗୁଛି ବିବାଦ

ହେଲେ କେବେ ହେବ ବିବାଦର ଅନ୍ତ

ପିତା ପୁତ୍ର ବିବାଦ ପାଇଁ ଅଶାନ୍ତି ହୁଏ

ପିତା ପୁତ୍ରକୁ ପର କରିଦିଏ

ଭାଇ ଭାଇରେ ବିବାଦ ହୁଏ

ଘରେ ଘରେ ପାଚେରୀ ପଡ଼ିଯାଏ

ସ୍ୱାମୀ ସ୍ତ୍ରୀରେ ବିବାଦ ହୁଏ

ଏଇ ବିବାଦ ପାଇଁ ଛାଡ଼ପତ୍ର ହୁଏ

ଦୁନିଆରେ ସବୁଠି ବିବାଦ ହୁଏ

ବିବାଦ ଯୋଗୁ ରକ୍ତପାତ ହୋଇ ଯାଏ

ଯେବେ ସବୁରି ପାଇଁ ହୃଦୟେ ସ୍ନେହ

ପ୍ରେମ ରହିବ

ସଭିଙ୍କ ବ୍ୟବହାର ଯେବେ ଉତ୍ତମ ହେବ

ବିବାଦର ଅନ୍ତ ହୋଇଯିବ

ସବୁଠି ଶାନ୍ତି ସ୍ଥାପନା ହେବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational