STORYMIRROR

Sudhashree Bhattamisra

Tragedy

4.5  

Sudhashree Bhattamisra

Tragedy

ବାଜି

ବାଜି

1 min
16

ପକ୍ଷ ଛେଦନ ପକ୍ଷୀଟିଏ ସିନା ମୁଁ 
ହେଲେ ଆକାଶ ମତେ ଆଲିଙ୍ଗନ କରେ 
ଡେଣା ମେଲି ଉଡିବାକୁ ଆକାଶର 
ପ୍ରଶସ୍ତ ବୁକୁରେ, ଯନ୍ତ୍ରଣା ନୁହେଁ 
ଏକ କମ୍ପଲସରି ସବଜେକଟ 
ଲୁହ ବି ଭାଷା ଲହୁ ବି ଭାଷା 
ଲହୁରେ ଲେଖେ ଯେବେ 
ଲୁହର କବିତା, ଜୀଵନ 
ସାର୍ଥକ ଟ୍ରାଜେଡି ହୁଏ ସିନା
ଆଉ ସେହି ଟ୍ରାଜେଡି ଜୀଵନ 
ର ମୁଁ ନାୟିକା ହୁଏ 
ତଥାପି ମୁଁ ହାରିନି 
ଜୀଵନ ଯୁଦ୍ଧରେ 
ଲଢ଼ିବାକୁ ବାଜି ଜୀବନର 
ମୁଁ ଅଗ୍ରଣୀ ଯୋଦ୍ଧାଟିଏ 
ତମେ ସିନା ଗାଇଦେଲ 
ମୋ ଯନ୍ତ୍ରଣା ର ଗୀତ 
ମୁଁ କିନ୍ତୁ ଏବେ ଲହୁ 
ଲୁହ ପି ଦେଇ 
ଦୁଃଖ ସବୁକୁ ସୁଖର 
ସର୍ବତ ଭାବି ପିଇଦେଇ 
ଫେଣ୍ଟିଛି ପିଇଛି 
ଯନ୍ତ୍ରଣା ର ସର୍ବତ 
କିନ୍ତୁ ଜୀବନଟା ବାଜି 
ମୁଁ ଯୋଦ୍ଧାଟିଏ ଅଗ୍ରଣୀ 
ଜିତିବାକୁ ବାଜି ଜୀଵନ ର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜଖମ

ଜଖମ

1 min ପଢ଼ନ୍ତୁ

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

Similar oriya poem from Tragedy