STORYMIRROR

Sudhashree Bhattamisra

Abstract

4.0  

Sudhashree Bhattamisra

Abstract

ଶାନ୍ତି

ଶାନ୍ତି

1 min
1

ଶବ୍ଦ ଭଳି ଆପଣେଇ ନିଏ ଯେବେ 
ବାସ୍ତବତା, ଶାନ୍ତିର ଅରଣ୍ୟ ରେ 
ରାସ୍ତା ଭଟକେ, ଶାନ୍ତି ଖୋଜୁ ଖୋଜୁ 
ସେହି ଅଶାନ୍ତ ଗ୍ରହର ଯେବେ 
ବାସିନ୍ଦା ପାଲଟି ଯାଏ 
ଅଶାନ୍ତି ଆଉ ପିଛା ଛାଡେନା 
ତାପରେ କଥା ରହିଯାଏ 
ମୁଁ ଏକ ଅଶାନ୍ତ......


Rate this content
Log in

Similar oriya poem from Abstract