ସ୍ୱାଭିମାନ
ସ୍ୱାଭିମାନ
କହିପାରିବକି ଛାତି ମୋର ନୁହେଁ
ସହର ପଥର ର....
କହିପାରିବକି ଜୀଵନ ମୋର
ନୁହେଁ ଯନ୍ତ୍ରଣା ର....
କହିପାରିବକି ଜୀଵନ ନୁହେଁ
ଯାତନା ର.....
କହିପାରିବକି ଜୀଵନ
ନୁହେଁ ଅସଂଖ୍ୟ
ଅଭିମାନ ସ୍ୱାଭିମାନ ର
କହିପାରିବକି ଛାତି ମୋର ନୁହେଁ
ସହର ପଥର ର....
କହିପାରିବକି ଜୀଵନ ମୋର
ନୁହେଁ ଯନ୍ତ୍ରଣା ର....
କହିପାରିବକି ଜୀଵନ ନୁହେଁ
ଯାତନା ର.....
କହିପାରିବକି ଜୀଵନ
ନୁହେଁ ଅସଂଖ୍ୟ
ଅଭିମାନ ସ୍ୱାଭିମାନ ର