STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମନ

ମନ

1 min
5

ମନ ମୋର କେବେ ଅରଣ୍ୟ 
କେବେ ଉଦ୍ୟାନ, କେବେ ମନ୍ଦିର 
କେବେ ପ୍ରସାଦ, କେବେ ପ୍ରାଙ୍ଗଣ 
କେବେ ପକ୍ଷୀଟିଏ, କେବେ  ଚଳ ଚଞ୍ଚଳ 
କେବେ କ୍ଷମା, କେବେ ସ୍ନେହ 
କେବେ ପ୍ରୀତି, କେବେ ପ୍ରାୟଶ୍ଚିତ 
ମନ ମୋର ପକ୍ଷୀଟିଏ 
କେବେ ଲଫାପା ଟିଏ 
ମନ ମୋର ନନ୍ଦନକାନନ 
କେବେ ମରୁଉଦ୍ୟାନ 
କେବେ ସହରଟିଏ 
ଯନ୍ତ୍ରଣା ର, କେବେ 
ଗୋଲାପ ର କଣ୍ଟାବଣ 
କେବେ କ୍ଷତାକ୍ତ, କେବେ 
ରକ୍ତାକ୍ତ, କେବେ 
ଆହତ କ୍ଷତବିକ୍ଷତ 
କେବେ ବାସ୍ନା ମହାମହ
କେବେ ଶବ୍ଦର 
ଏକ ସମାହାର........


Rate this content
Log in

Similar oriya poem from Abstract