Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Samal

Abstract

3  

Santosh Samal

Abstract

ମୋ କଲମ ରୁ

ମୋ କଲମ ରୁ

1 min
477


କଲମ ମୁନ କହୁଛି କଥା

ଅତୀତ ଭାଵିଲେ ହୃଦୟ ହୁଏ ଵ୍ୟଥା

ଦୁଃଖ, ଯନ୍ତ୍ରଣା ଭାଵନା ଦେଇ

ଅତୀତ ପୁଣି ଯାଏ ଦୂରେଇ

ଆୟୁଷର ସ୍ୟାହୀ ସରିଵା ଆଗରୁ

ଅତୀତ ଲେଖିଵି ମୋ ' କଲମରୁ  ।


ଭାଵନା ଯଦି ଭୁଲ ଥାଏ

ଲେଖିଵା ପରେ ସଂଶୋଧନ ହେଇଯାଏ

କାହା ପାଇଁ ଭୁଲ ହେଲା ମୋ ଜୀଵନେ

ସଂଶୋଧନ ପାଇଁ କହିଲାନି ଦିନେ

ଆୟୁଷର ସ୍ୟାହୀ ସରିଵା ଆଗରୁ

ଅତୀତ ଲେଖିଵି ମୋ ' କଲମରୁ ।।


ଜାଣିବା ପରେ ଯିଏ ଅଜଣା ହେଲା

ଦେଖିଲା ପରେ ମୁହଁ ଵୁଲେଇ ସେ ଦେଲା

ଯାହା ଲେଖିଛି କଲମ ମୁନରେ

ପଢ଼ି ସାରିଛ ସଵୁ ତମ ମନରେ

ଆୟୁଷ ସ୍ୟାହୀ ସରିବା ଆଗରୁ

ଅତୀତ ଲେଖିଵି ମୋ ' କଲମରୁ ।।।


Rate this content
Log in

Similar oriya poem from Abstract