STORYMIRROR

Santosh Samal

Romance

4  

Santosh Samal

Romance

ଇତି ମୁଁ ତୁମର

ଇତି ମୁଁ ତୁମର

1 min
316

ଏମିତି କୋଉ ଦିନ ନାହିଁ

ଯୋଉ ଦିନ ତତେ ମୁଁ ଭାଵି ନାହିଁ

ଏମିତି କୋଉ ସ୍ଵପ୍ନ ନାହିଁ

ଯୋଉ ସ୍ଵପ୍ନରେ ତତେ ମୁଁ ଦେଖି ନାହିଁ

ସଵୁ ଦିନ ସଵୁ ସ୍ଵପ୍ନରେ ପାଖରେ ଥିବି ମୁଁ ତୋର

ସଵୁ ଜନମରେ ସାଥୀ ତୁ 'ହଵୁ ମୋର

ଇତି ମୁଁ ତୁମର  ।


ଆକାଶରୁ ପୃଥିବୀ ହଉପଛେ ଯେତେ ଦୂରତା

ମୁଁ ତୋ ଦେହର ଛାଇ, ନିତି କହୁ ଏଇ କଥା

ତୁ' ମୋର ମୁଁ ତୋର

ଏ' ଜନମରୁ ଆର ଜନମ ଯାଏଁ

କେହି ଛାଡି ଵାନି ହାତ କେହି କାହାର

ଏ' ଜନମରୁ ଆର ଜନମ ଯାଏଁ ପାଖରେ ଥିଵି ମୁଁ ତୋର

ସଵୁ  ଜନମରେ ସାଥୀ ତୁ' ହଵୁ ମୋର

ଇତି ମୁଁ ତୁମର ।।


ଋତୁ ଵଦଳୁଚି ରାତି ଵଦଳୁଚି

ଵାଦଳ ତଳେ ଦେଖ ଜହ୍ନ ଳୁଚି ଯାଇଛି

ଋତୁ ପରି ବଦଳି ଯିଵନି ତମେ

ଅନ୍ଧାର ରାତିର ମିଛ ସ୍ବପ୍ନ କେବେ ହଵନି ତମେ

ସବୁ ଋତୁ, ସଵୁ ରାତି ସାଥୀରେ ଥିଵି ମୁଁ ତୋର

ସଵୁ  ଜନମରେ ସାଥୀ  ତୁ' ହବୁ ମୋର

ଇତି ମୁଁ ତୁମର ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance