Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AJAYA KUMAR MALIK

Horror Thriller

2  

AJAYA KUMAR MALIK

Horror Thriller

ଅମାବାସ୍ୟା

ଅମାବାସ୍ୟା

1 min
119


ଘନ ଅନ୍ଧକାରର ଆସ୍ତରଣ

ମହା କାଳର ରୂପ

ଡର ଲାଗେ ଏକା ଚାଲିବାକୁ

ରାଜରାସ୍ତରେ !

ଚାରିଆଡେ ଅନ୍ଧକାରର ରାଜୁତି

କେଉଁଠୁ କେମିତି ଛୋଟିଆ ଶବ୍ଦଟିଏ ହେଲେ

ମନରେ ଛନକା ପଶିଯାଏ !

ଏହି ଅମାବାସ୍ୟା କାହା ପାଇଁ ହୋଇଉଠେ

ଉପଯୁକ୍ତ ସମୟ , ଶ୍ମାଶନରେ ରହୁଥିବା

ଶୃଗାଳ , କୁକୁର ଆଉ ଶାଗୁଣା ମାନେ 

ହୋଲି ଖେଳ ପରି ଉପଭୋଗ କରନ୍ତି

ନିଜ ଜୀବନକୁ !

ଅନ୍ଧାର ସେମାନଙ୍କ ପାଇଁ ହୋଇଉଠେ

ବରଦାନ ପରି, ଆଉ ଅନ୍ଧାର ଚାଲିଗଲେ

ଫିକା ପଡ଼ିଯାଏ ତାଙ୍କ ହୃଦ କନ୍ଦର !

ସେମାନେ ପୁଣି ଚାହିଁ ରୁହନ୍ତି ଆଉ ଏକ

ଅମାବାସ୍ୟାକୁ ଯାହାକି ଫେରାଇ ଆଣିବ

ବିଗତ ଦିନର ରୋମାଞ୍ଚକୁ !!



Rate this content
Log in

Similar oriya poem from Horror