STORYMIRROR

S.Kumar Amit

Horror

4  

S.Kumar Amit

Horror

ଭୟ

ଭୟ

1 min
376

ସେଦିନ ରାତିରେ ଅମା ଅନ୍ଧକାରେ

ନିଶ୍ଚିନ୍ହ ପ୍ରହରେ ଶ୍ରବଣ ମାସରେ,

ଘୁଉଁ ଘୁଉଁ ସୁଅ ସାଥେ ଗରଜନ

ଶୁଣି ଅସ୍ଥ ବ୍ୟସ୍ଥ ପ୍ରାଣ ଆଉ ମନ,

ଶୁଭୁଥିଲା କିଛି ଅଶ୍ରାବ୍ୟ ବଚନ

ହେଲାନାହିଁ ଜାଣି ସେପାଖ ଜୀବନ,

ଲେଖାଥିଲା କିଛି ରକ୍ତର ସୁଅରେ

ପଢିହେଲା ନାହିଁ ମିଶିଲା ମାଟିରେ,

ପାଇଲିନି ସଠିକତା ସେ ରାତିରେ

ସପନ ଭାଙ୍ଗିଲା ଭୟର କମ୍ପରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror