Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

S.Kumar Amit

Tragedy

2  

S.Kumar Amit

Tragedy

ଭୁଲି ଯାଇଥିଲି

ଭୁଲି ଯାଇଥିଲି

1 min
107


ଭୁଲିଗଲି ତୁମେ ସ୍ୱର୍ଗପୁର ପରୀ

ଛାର ଧରା ନର ମୁହିଁ

ଭଲ ପାଇଗଲି ନ ଭାବି ବିଚାରି

ତୁମକୁ ପାଇବା ପାଇଁ ।

ପ୍ରେମକୁ ଶାଶ୍ୱତ ଆଖ୍ୟା ଦେବାପାଇଁ

ଲୋଡିଲି ଭରଷା ତୁମର

ଜଣା ତ ନଥିଲା ପ୍ରେମ ଯିବ ରହି

ଅଧାରେ ସମ୍ପର୍କ ଆମର ।

ବାମନ ହୋଇ ମୁଁ ହାତ ବଢାଇଲି

ଚନ୍ଦ୍ରମା କି ଦେବ ଧରା

ହୀରଖଣ୍ଡ ଭାବି କାଚକୁ ଧରିଲି

ଲହୁ ସିନା ଦେବ ଝରା ।


Rate this content
Log in

Similar oriya poem from Tragedy