STORYMIRROR

S.Kumar Amit

Others

3  

S.Kumar Amit

Others

ଯନ୍ତ୍ରଣାର ଛାତି

ଯନ୍ତ୍ରଣାର ଛାତି

1 min
166

ଜଣା ଶୁଣା ଅଜଣା ଅତୀତ

ପରିଚୟ!!

ତୋ ମୋ ସମ୍ପର୍କର,

ତୁ ହଜିଯାଇଥିବା ଏକ ମୁକ୍ତା

ମୁଁ ସାଉଁଟି ରଖିଛି ଫମ୍ପା ଶାମୁକା,

ସମ୍ପର୍କ ଏବେ ପ୍ରଶ୍ନବାଚୀ!

ତୁ କର୍ପୂର କି ବାସୁଥିବା କନା!!

ମୁଁ ହଜିଥିବା ଅତୀତ,

ନା ଭୋଗୁଥିବା ଏକ ବର୍ତ୍ତମାନ!

ଚେଇଁ ଶୋଇଥିବା ତୁମେ ଓ ମୁଁ ର ସ୍ମୃତି

ଆଜି ଦିବାଲୋକ ଭେଦି

ଏକ ଅନ୍ଧକାରମୟ କଳା ବାଦଲର

ଅଘୋଷିତ କ୍ଳେଶ ଯନ୍ତ୍ରଣାର ଜର୍ଜରିତ ଛାତି..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍