ତୋ ପାଇଁ ଆଜି ମୁଁ 'ବେଳାଭୂମି'
ତୋ ପାଇଁ ଆଜି ମୁଁ 'ବେଳାଭୂମି'
ତୋ ପାଇଁ ଆଜି ମୁଁ 'ବେଳାଭୂମି'ମୋର
ଭାବନା ସାଗର କୂଳେ
ତୋ ପାଇଁ ଆଜି ମୁଁ ଗଙ୍ଗଶିଉଳିଟେ
ନିତି ଫୁଟେ ସଞ୍ଜ ବେଳେ,
କେବେ ଢେଉଗଣି ରାତି ବିତେ ସେଇ
ବେଳା ବତୀଘର ତଳେ
ଅବା ଫୁଟି ପୁଣି ଝରି ପଡି ଯାଏ
ଜହ୍ନ ବୁଡି ଗଲା ବେଳେ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ