STORYMIRROR

Bedanta Bagarty

Tragedy Action Fantasy

3  

Bedanta Bagarty

Tragedy Action Fantasy

ଆଜି ମୁଁ ସବୁ ଭୁଲି ଯାଇଛି

ଆଜି ମୁଁ ସବୁ ଭୁଲି ଯାଇଛି

1 min
122

ମୋ ଜୀବନରେ କେମିତି ନିଆଁ ଲଗେଇ ଦେଲ ,

ଯାହା ସମ୍ପୂର୍ଣ୍ଣ ଭାବେ ଜଳି ପାରୁଛି ନା ଲିଭି ପାରୁଛି ।


ବାସ୍ ଖାଲି ମୁଁ ଏତିକି ଜାଣିଛି, 

ତୁମେ ଖେଳୁ ଥିବା ଖେଳରେ ମୁଁ ହାରି ଯାଇଛି ।


ଡରତୋ ଏଥିରେ ଲାଗୁଛି,

ମୁଁ କାହା କଥାକୁ ବିଶ୍ୱାସ କରି ପରିବାର୍ ଛାଡିଛି ।


ହଁ ମୁଁ ସେଇ ମଣିଷ ପାଇଁ ମୋ ଜୀବନରେ ଆସିଥିବା 

ସବୁ ସୁଖକୁ ଭୁଲି ଯାଇଛି ।


କାହାକୁ ବିଶ୍ୱାସ କରି ମୁଁ ବାଟ ହଯେଇଛି

ଆଜି ଚାଲୁ ଥିବା ବାଟରେ ମୁଁ ଏକା ହୋଇଛି ।


ଠିକ୍ ସବୁ ବଦଳେଇଛି

ଯାହା ବିଶ୍ବାସରେ କେହି ଜଣେ ଧୋକା ଦେଇଛି ।


Rate this content
Log in

Similar oriya poem from Tragedy