STORYMIRROR

RATIKANTA NAYAK

Abstract Action Fantasy

3  

RATIKANTA NAYAK

Abstract Action Fantasy

ଅବୁଝା ଏ ପବନ

ଅବୁଝା ଏ ପବନ

1 min
118

ଫେରୁଥୀଲି ଏକା ମୁଁ ହିଁ 

ମୋ ଚଲା ବାଟରେ

ଆରେ ପବନ ତୁ କାହିଁ ରକୁ

ସେପଟେ ଜଣେ ଅଛି ମୋ ଅପେକ୍ଷାରେ ।


ସମସ୍ତ ଙ୍କୁ ଭଲ ପାଉ 

ମୋତେ କାହିଁ ଚାହୁଁ

କି ଦୋଷ କଲି ତର

ଅଧା ବାଟେ ମୋତେ ଟାଣି ନେଉ ।


ଛାଡ଼ି ଦିଅ ପବନ ମୋ ଅଟକାଅ ନାହିଁ ବାଟ

ବେଳ ବୁଡି ଆସି ଉଛୁର ହେଲାଣି

ସେପଟେ ଘରଣୀ ମୋ ଜଗିବସି ଥିବି ବାଟ ।


ଅବୁଝା ହୁଅ ନାହିଁ ,ଥମି ଯାଅ ଥରେ

ଘର ମୋର ବହୁ ଦୁର, ସେପଟେ ଘରଣୀ ମୋ ଅଛି ଅପେକ୍ଷାରେ ।


Rate this content
Log in

Similar oriya poem from Abstract