STORYMIRROR

pawan Mohakul

Abstract Fantasy Inspirational

3  

pawan Mohakul

Abstract Fantasy Inspirational

ନିଶ୍ଚୟ ପାଇବ ଉତ୍ତର

ନିଶ୍ଚୟ ପାଇବ ଉତ୍ତର

1 min
228

ଯଦି ଭାବୁଅଛ ନିଜକୁ ବଡ, ମଶାଣିକୁ ଥରେ ପଚାର ।।

ଯଦି ଭବୁଅଛ ନିଜକୁ ଜ୍ଞାନୀ, ପୁସ୍ତକକୁ ଥରେ ପଚାର ।।

ଯଦି ଭାବୁଅଛ ନିଜକୁ ବଳୁଆ, ଶରୀର ପୀଡ଼ାକୁ ପଚାର ।।

ଯଦି ଭାବୁଅଛ ନିଜକୁ ଧନୀ, ନିଜର ଦୁଃଖକୁ ପଚାର ।।

ଯଦି ଭାବୁଅଛ ନିଜକୁ ମାନି, ନିଜର ଶତ୍ରୁକୁ ପଚାର ।।

ଯଦି ଭାବୁଅଛ ନିଜକୁ ସୁନ୍ଦର, ଆଇନାକୁ ଥରେ ପଚାର ।।

ଯଦି ଭାବୁଅଛ ନିଜକୁ ସୁଖୀ, ନିଜର ମନକୁ ପଚାର ।।

ଯଦି ଭାବୁଅଛ ନିଜକୁ ଭଲ, ଦୁନିଆକୁ ଥରେ ପଚାର ।।

ଯଦି ସତରେ ଥରେ ପଚାର, ନିଶ୍ଚୟ ପାଇବ ଉତ୍ତର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract