STORYMIRROR

pawan Mohakul

Abstract Classics Thriller

3  

pawan Mohakul

Abstract Classics Thriller

ଝିଅ

ଝିଅ

1 min
194

ଯେଉଁ ଝିଅ 

ତୁମ ଛାତିଉପରେ ଶୋଇ ଥିବସେ ନିଶ୍ଚୟ ତୁମର ଗେଲ୍ହା ଝିଅ ହେଇଥିବ,,


ଯେଉଁ ଝିଅ.ତୁମ ବେଡ଼ ରୁମରେ 

ତୁମ ପାଖରେ ଶୋଇଥିବ,,ସେ ନିଶ୍ଚୟ ତୁମର ପ୍ରେମମୟୀ ସ୍ତ୍ରୀ ହୋଇଥିବ


ଯେଉଁ ଝିଅ.ତୁମର ପାଖ ରୁମ ରେ ଶୋଇଥିବ ସେ ତୁମର ନିଶ୍ଚୟ ଭଉଣୀ ହେଇଥିବ


ଆଉ ଯେଉଁ ଝିଅ

ତୁମେ ଖାଇଲା ପର୍ଯ୍ୟନ୍ତ ତୁମକୁ ଜଗିଥିବ

ଆଉ କହୁଥିବ..ବାବୁରେ ଆଉ ମୁଠେ ଖାଇଦେ ସେ ନିଶ୍ଚୟ ତୁମର ମମତା ମୟୀ ମାଆ ହେଇଥିବ,,,,


ବୁଝିହେଉନି,,ଜଣେ ଝିଅ,,

ଝିଅ,ଭଉଣୀ,ସ୍ତ୍ରୀ,ଓ ମାଆ ହେଲା ପରେ ବି

କିଛି ଲୋକ ଝିଅ ଟିଏ ଦେଖିଲେ ବଢିଆ ମାଲ ଟିଏ ବୋଲି କୁହନ୍ତି,,,


ମନରେ ପ୍ରଶ୍ନଟିଏ ଉଠେ ସେମାନଙ୍କ ଘରେ 

ମାଲ ବୋଲି..  

ଆଉ ଗୋଟିଏ କଣ ସମ୍ପର୍କ ଅଛିକି,,?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract