Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pawan Rajput

Romance Tragedy Inspirational

3  

pawan Rajput

Romance Tragedy Inspirational

ପ୍ରେମ କରି ବଡ଼ ଭୁଲ ମୁଁ କରିଛି

ପ୍ରେମ କରି ବଡ଼ ଭୁଲ ମୁଁ କରିଛି

1 min
196


ପ୍ରେମ କରିବାର ପ୍ରତିଶୃତି ଦେଇ

ବଞ୍ଚେଇ ରଖିଲ ମୋତେ

ସେଇ ମିଛ ପ୍ରେମ ସାହାରା ମୁଁ ନେଇ

ନୀତି ମରୁଥିବି କେତେ ।


ଦୁନିଆଟା ଗୋଟେ ପ୍ରେମ ପଞ୍ଜୁରୀ ଲୋ

ଆମେ ଦୁହେଁ ଶୁଆ ସାରୀ 

ଅଧାବାଟେ ଛାଡ଼ି ଉଡ଼ି ଯିବୁ ନାହିଁ

ତତେ ଝୁରି ଝୁରି ଯିବି ମରି ।


ଅନେକ ଦିନରୁ ଭଲ ପାଉଥିଲି

ମୁଁ କହି ପାରୁ ନଥିଲି ତାକୁ 

ଆଜି ଯେତେବେଳେ କହିବାକୁ ଗଲି

ଜାଣିଲି ସେ ଭଲ ପାଉଛି ଆଉ କାହାକୁ ।


ମନର ଦୁଃଖ କୁ ମନରେ ଚାପି

ଓଠ ହସେ ମିଛ ହସ 

ପ୍ରେମ କରି ବଡ଼ ଭୁଲ ମୁଁ କରିଛି

ମିଛେ ତୋତେ କାହିଁ ଦେବି ଦୋଷ ।


Rate this content
Log in

Similar oriya poem from Romance