STORYMIRROR

pawan Mohakul

Abstract

4  

pawan Mohakul

Abstract

କବି ର ପ୍ରେମିକା କବିତା

କବି ର ପ୍ରେମିକା କବିତା

1 min
437


ଆଖିରେ ସମୁଦ୍ରେ ଲୁହ ଯଦି ଅଛି

ତେବେ ହୁଅ କବି ର ପ୍ରେମିକା !

ଲୁହ ର ଧାର ରେ ଯଦି ଜ୍ଵଳନ ଅଛି

ତେବେ ହୁଅ କବି ର ପ୍ରେମିକା !

ଜ୍ୱଳନ ସହିବା ଯଦି ହୃଦୟ ଟେ ଅଛି 

ତେବେ ହୁଅ କବି ର ପ୍ରେମିକା !

ହୃଦୟ ଭିତରେ ଯଦି ପ୍ରତାରଣା ଅଛି

ତେବେ ହୁଅ କବି ର ପ୍ରେମିକା !

ପ୍ରତାରଣା ରେ ଯଦି ସେ କବିତା ଲେଖୁଛି

ତେବେ ହୁଅ କବି ର ପ୍ରେମିକା !

ସେଇ କବିତାରେ ଯଦି ବିପ୍ଳବ ବହୁଛି 

ତେବେ ହୁଅ କବି ର ପ୍ରେମିକା !

ସେ ବିପ୍ଳବ ଯଦି ତୁମ ମନ କୁ ଜିଣୁଛି

ତେବେ ହୁଅ କବି ର ପ୍ରେମିକା !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract