Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Classics Fantasy Inspirational

3  

arun sahoo

Classics Fantasy Inspirational

ଶ୍ରାବଣୀ

ଶ୍ରାବଣୀ

1 min
145


ମୁଁ ବସନ୍ତ ଚଇତାଳି ମଳୟର ଶିହରଣ

ମଧୁ ଛନ୍ଦାର ଚୋରାଇ ବାସ

ତୁମେ ଶ୍ରାବଣର ବିହରଣୀ ଆଖି କଜଳ

ହାସ୍ୟମୟୀ ଅଭିସାରିକାର ଚୋରାଇ ହସ ।


ଘନ ଆକାଶେ କି ଭରିଛି ସତେ

ହରିଣୀ ଆଖିର ନୀଳିମା

ମାଟିର ମହକ ପୁଲକେ ଭରିଲେ

ସଜେ ଧରା ସବୁଜିମା ।


ଶ୍ବେତ ବସନରେ ଭିଜା ନୟନରେ

ଶ୍ରାବଣର ସତେ ଚାରୁଚନ୍ଦ୍ରମା

ଶ୍ରାବଣ ଆସିଲେ ମଧୁଝରା ବରସିଲେ

ମନେପଡେ ପ୍ରିତିର ପ୍ରିୟତମା ।

 



Rate this content
Log in

Similar oriya poem from Classics