STORYMIRROR

arun sahoo

Classics Fantasy Inspirational

3  

arun sahoo

Classics Fantasy Inspirational

ତୁମ ସ୍ମିତହାସ୍ୟ

ତୁମ ସ୍ମିତହାସ୍ୟ

1 min
167

ତୁମରି ହୃଦୟ ତୁମର ମନର ଆଶା

ତୁମ ସ୍ମିତହାସ୍ୟ ଖୋଲି କହିଦିଏ

ମୂଖ ଶୋଭା ତୁମ ମନର ଆଇନା

ହୃଦୟରେ ଦିଶେ ପଲକରେ ପ୍ରେମର ଭାଷା ।


ପୁରୁଣା ବର୍ଷର ହସ ମୁଖେ ଭରିଲ

ହସ ହସ ମିଠା ମିଠା ପଦିଏ କଥାରେ

ତୁମ ଭାବନାରେ ହଜିଯାଏ 

ଅକୁହା କଥାରୁ ମନ ଜାଣି ସତେ

ମନ କଥା ସବୁ ଜାଣନ୍ତା ପାରି

ରାତିସାରା କେତେ ହସ୍ଇ ମୋ ରାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics