STORYMIRROR

arun sahoo

Romance Others

2  

arun sahoo

Romance Others

କବିତା ବନିତା ଓ ଲତା

କବିତା ବନିତା ଓ ଲତା

1 min
62


ଜୀବନଟା ବୋଧେ ଏମିତି 

ମୁଁ ହିଁ କବିତା

ମୁଁ ହିଁ ବନିତା

ମୁଁ ହିଁ ଲତା ।୧।


ଅଭାବ ସହିତେ କବିତା ଲତା

କବିତା ରଚନା ନୁହେଁ ସହଜ

କଲମ କାଳିରେ ହେବ ଜିବନ୍ତ

ହୃଦୟେ କବିତା ଜାଳିବ ସଳିତା।୨।


କବିତା ମୋହର ବନିତା ସାଜିଛି

ଲତାକୁ କରିଛି ଆପଣାର

କେବେ କବିତାର ପ୍ରେମିକ ହୋଇ

ସାଜିଛି ସିଦ୍ଧା ବନିତା ।୩।

ତୁମେ କହିଦିଅ ମୋ ମନର କଥା

ହେ କବିତା ବନିତା ଲତା ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance