STORYMIRROR

arun sahoo

Romance Fantasy Inspirational

3  

arun sahoo

Romance Fantasy Inspirational

ମଳୟ ଫଗୁଣ

ମଳୟ ଫଗୁଣ

1 min
160

ଝରା କେତକୀ ମଳୟ ଫଗୁଣରେ

ସତେ ଲୁଚି ଲୁଚି ବସେ କୁହୁ ତାନରେ

ଥରା କେତକୀ ମଳୟ ଫଗୁଣେ

ଝରା..ଆ ମଳୟ ଫଗୁଣରେ ।1।


ଫୁଲର ଫଗୁଣ ଗଢ଼ିନେଲା ଦିନ

ଫୁଲରେ ଫୁଲରେ ମହୁଲ ଫୁଲରେ

ଭାବ ଦିଆନିଆର ଇସାରା ବଦଳେ

ଚୋରା ଚଇତାଳି ଚୋରେଇ ନେବଲୋ

ଝରା ....ଆ ମଳୟ ଫଗୁଣରେ ।2।


ଉଲ୍ଲାସ ମନରେ କୋଇଲି ବିହରେ

ଫୁଲ ଉପବନ ପ୍ରୀତିଝରା ଭେଟି ଦେଇ

ଫଗୁଣ ବୁଣିଛି ରଙ୍ଗର ଅବୀର 

ଆସଗୋ ରଙ୍ଗ ପିଚକାରୀ 

ଝରା ...ଆ ମଳୟ ଫଗୁଣରେ ।3।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance