STORYMIRROR

arun sahoo

Inspirational

3  

arun sahoo

Inspirational

ଆଖିରେ ଆଖିରେ

ଆଖିରେ ଆଖିରେ

1 min
213

ଆଖିରେ ଆଖିରେ ଭରିଦେଲ ସ୍ୱପ୍ନ

  ଭିଜା ଭିଜା ନୟନରେ

ହୃଦୟରେ ଦେଇଗଲ ପ୍ରେମ

କେବଳ କେତୋଟି ମୁହୂର୍ତ୍ତ ମଧ୍ୟରେ ।।।।


 ଉଦାସ ଆଖିରେ ପ୍ରତି ପଲକରେ

 ନାଚୁଛି ତୁମ ପ୍ରତିଛବି

କଜଳ ଗାରରେ ମନେପଡ଼ ତୂମେ

  ବସନ୍ତର ପ୍ରୀତି ଭରା ପୁଲକରେ ।।।।


ଜାଣୁନି କିଛି ଯେମିତି ବୁଝୁଛ ଏମିତି

 ଦେଖ ଆଖିର କରାମତି

କହିଚାଲିଥାଅ ତୁମେ ତୁମର ଭାଷାରେ

 ଥାଅ ତୁମେ ତୁମର ନୟନରେ ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational