STORYMIRROR

Binod nag

Inspirational Others

3  

Binod nag

Inspirational Others

କଥା ପଦେ

କଥା ପଦେ

1 min
187

କଥାକେ ପଦେ କହୁଛେ ସତେ

      ଜାନିଶୁନି କଳା ଭୁଲ୍ ପଚକେ ବାଧେ l


ଜାନି ଜାନି କର୍ସନ୍ ଯେବେ ଭୁଲ୍

    କାଳର ବାଡି ପଡସୀ ତାହାକେ ଦୁଲ୍ ଦୁଲ୍ l


ଜାନି ଜାନି ଯେନ୍ କର୍ସି ଭୁଲ

     ଦିନେ ନେଇ ଦିନେ ପାଏବା ତାର ମୂଲ୍ l


ସତ୍ କର୍ମେ ଜୀବନ୍ ଦୀପ ହେସି ଉଜାଗର

     ପାପ୍ କଲେ ନେଇ ଜଳେ ଜୀବନ୍ ଜାଗର l


ଆଜି ଖଉଛେ ଗରୀବର୍ ଇନ୍ଦ୍ରାବାସ ପଏସା

         ଦିନ ଆୟେବା ପାଏବା ତାର୍ ଦଶା l


ଗରିବ୍ ର ପେଟେ ଜେନ୍ ଦେଶି ଗୋଡ

      ସମୀୟା ଆସଲେ ବିଧାତା ମାର୍ବା ମୁଡ୍ l


କାନ୍ଦୁ ଥିବା ନେଇ ସୁନନ୍ କିଏ ଡାକୁ ଯେତେ ରଡ଼ି

    ଲୋକ୍ କେ ଲୋକ୍ ନେଇ ଭାବଲେ ରୋଗ୍ ଧର୍ବା ତାଡ଼ିଭିଡି l


ଛୋଟ୍ ଲୋକ୍ ମୁଇ ଛୋଟ୍ କଥା ପଦେ କହୁଚ୍ଛେ ଇନେ ଜାନି

       ପାପ୍ ଛାଡ଼ି ଧରମ୍ କାମେ ହୁଅ ଘିଚି ଟାଣି l



Rate this content
Log in

Similar oriya poem from Inspirational