ଶାମ୍ବଦଶମୀ
ଶାମ୍ବଦଶମୀ
ଆଜି ପରା ପୌଷ ଶୁକ୍ଳ ଦଶମୀ
ସୂର୍ଯ୍ୟପୂଜାର ପବିତ୍ରପର୍ବ ଶାମ୍ବଦଶମୀ
ବାରମାସେ ତେର ପର୍ବର ସମ୍ଭାର
ଓଡ଼ିଶାର ଓଡିଆଣୀର ଫୁଟେ ସଂଚାର ।
ଓଡ଼ିଆଣିର ପ୍ରଚଳିତ ଢ଼ଗ
"ଅଇଲା ଚିତଉ ନାନି
ବାର ଓଷା ପରବ ସଙ୍ଗରେ ଘେନି"
ଶମ୍ବର ଦଶମୀରେ ମଣିଷ
ଗୋଟିଏକୁ ପିଠା ଗୋଟିଏ ।
ଶାମ୍ବଦଶମୀରେ ଫୁଟେ ଘରେ ଘରେ ଘାଣ୍ଟ
ଓଡ଼ିଶାର ଓଡିଆଣୀର ପନିପରିବାର ତିଅଣ
ବୋଲାଇଣ ସୁସ୍ୱାଦୁ ଘଡ଼ଘଡା ତିଅଣ
ସୂର୍ଯ୍ୟ ପୂଜାର ସୁନ୍ଦର ପରମ୍ପରା।
